କନକ ବ୍ୟୁରୋ : ବରଯାତ୍ରୀ ଗାଡି ଓଲଟି ଏକାଧିକ ମୃତ । ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଛି । କିଛି ଜଣ ଗୁରୁତର ଅଛନ୍ତି । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନିଟ୍ରକଟି ଓଲଟିପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଓଲଟିଲା ବରଯାତ୍ରୀ ଗାଡି : ମୋହନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟି ପଡିବାରୁ ଏକାଧିକ ମୃତ
/kanak/media/post_attachments/wp-content/uploads/2021/02/36-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)