କୁକୁରକୁ ନିର୍ମମ ଭାବେ ପିଟି ପିଟି ହତ୍ୟା ଅଭିଯୋଗ । ଭାଇରାଲ ହେଲା ଭିଡିଓ, ଗଜପତି ପାରଳାଖେମୁଣ୍ଡିର ୩ ଜଣଙ୍କ ନାଁରେ ମାମଲା ରୁଜୁ

Advertisment
କୁକୁରକୁ ନିର୍ମମ ଭାବେ ପିଟି ପିଟି ହତ୍ୟା ଅଭିଯୋଗ । ଭାଇରାଲ ହେଲା ଭିଡିଓ, ଗଜପତି ପାରଳାଖେମୁଣ୍ଡିର ୩ ଜଣଙ୍କ ନାଁରେ ମାମଲା ରୁଜୁ

କନକ ବ୍ୟୁରୋ : ବୁଲା କୁକୁରକୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ । କୁକୁରକୁ ନିର୍ମମ ଭାବେ ପିଟୁଥିବାରୁ ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓକୁ ନେଇ ଗଜପତି ପାରଳାଖେମୁଣ୍ଡିର ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କୁକୁରକୁ ଏମିତି ନିର୍ମମ ଭାବେ ପିଟି ପଶୁ ସୁରକ୍ଷା ଆଇନ ଉଂଲଘନ କରଯାଇଛି ।

ଯାହାକୁ ଆଧାର କରି ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବାଟଗୈାଡ ସାହିର ଟୁଟୁ ଗୌଡ଼, ସାନ ଗୌଡ଼ ଓ ସୁନୀଲ ଗୌଡକୁ ଅଟକ ରଖି ପଚରାଉଚରା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe