ଆନ୍ଦୋଳନକୁ ସ୍ଥଗିତ ରଖିଲା ବୁର୍ଲା ଜୁନିୟର ଡାକ୍ତର ସଂଘ । ସରକାରଙ୍କ ପ୍ରତିଶ୍ରୁତି ପରେ ଏପ୍ରିଲ ୩୦ ତାରିଖ ଯାଏଁ ଆନ୍ଦୋଳନକୁ ବନ୍ଦ ରଖିଛି ସଂଘ । ଜନିଅର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନି ଏହି ସୂଚନା ଦେଇଛନ୍ତି । ୯ ଦଫା ଦାବି ନେଇ ଡାକ୍ତରମାନେ ଆଜିଠାରୁ ଧାରଣା ଦେବା ସହ ପ୍ରତିିବାଦ ସଭା କରଥିଲେ । ଯାହାଫଳରେ ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us