ଶିଳ୍ପ ସଂସ୍ଥାକୁ ଜାଲ ନୋଟିସ୍ ପ୍ରସଙ୍ଗ : ୪ଟି ଜାଗାରେ କ୍ରାଇମବ୍ରାଂଚର ଚଢାଉ ଜାରି

ଜାପାନୀ ଏନସେଫାଲାଇଟିସ୍ ଆତଙ୍କ : ଆଉ ଜଣେ ଶିଶୁର ମୃତ୍ୟୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ଶିଳ୍ପ ସଂସ୍ଥାକୁ ଜାଲ ନୋଟିସ୍ ପ୍ରସଙ୍ଗ । ୪ଟି ଜାଗାରେ କ୍ରାଇମବ୍ରାଂଚର ଚଢାଉ ଜାରି । କଟକର ମଙ୍ଗଳାବାଗ , ଜଗତପୁର ,ଭୁବନେଶ୍ୱର ଓ ଅନୁଗୁଳରେ ଚଢାଉ ଜାରି । ସୂଚନା ଦେଲେ ସ୍ପେଶାଲ ଡିଜି ବିକେ ଶର୍ମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe