ସାମ୍ବାଦିକଙ୍କ ଗୋଡ଼ରେ ନୀଳଗିରି ପୋଲିସ ବେଡ଼ି ପକାଇବା ଘଟଣା । ତଦନ୍ତ କରିବେ ଡିଏସପି Rankର ଅଫିସର ।

ସାମ୍ବାଦିକଙ୍କ ଗୋଡ଼ରେ ନୀଳଗିରି ପୋଲିସ ବେଡ଼ି ପକାଇବା ଘଟଣା । ତଦନ୍ତ କରିବେ ଡିଏସପି Rankର ଅଫିସର ।

କନକ ବ୍ୟୁରୋ : ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି  । ଜଣେ ଡିଏସପି ରାଙ୍କର ଅଧିକାରୀ ମାମଲାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର । ତେବେ ଏହି ପ୍ରସଙ୍ଗରେ ଯାହାର ବି ଭୁଲ ଥିବ ଏବଂ ତଦନ୍ତରୁ ଯେଉଁ ଦିଗ ସାମ୍ନାକୁ ଆସିବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲେଶ୍ୱର ଏସପି ।

ପୂରା ପ୍ରସଙ୍ଗରେ ଯେହେତୁ ଆଇଆଇସିଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇବା ନେଇ ଅଭିଯୋଗ ହୋଇଥିଲା, ତେଣୁ ତଦନ୍ତ ରିପୋର୍ଟ କେତେ ନିରପେକ୍ଷ ରହୁଛି, ତାରି ଉପରେ ଆମ ନଜର ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe