/kanak/media/post_attachments/wp-content/uploads/2019/05/Odisha-assembly.jpg) ଡିସିପି ଅନୁପ ସାହୁଙ୍କ ସୂଚନା ଅନୁଯାୟୀ, ପୂର୍ବଥର ଭଳି ଚଳିତ ଥର ବିଧାନସଭା ଅଧିବେଶନ ବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବ। ପ୍ରବେଶ ପଥରେ ଦୁଇଟି ଚେକ ପୋଷ୍ଟ କରାଯାଇଛି। ଗୋଟିଏ ଚେକ ପୋଷ୍ଟରେ କାର୍ କିମ୍ବା ବାଇକ୍ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର ଓ ବାଇକର କାଗଜପତ୍ର ଯାଞ୍ଚ କରାଯିବ। ସମୁଦାୟ ତିନୋଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ରହିବ। ଗୋଟିଏ ବିଧାନସଭା ଗେଟ୍ ନିକଟରେ, ଗୋଟିଏ ୧୪୪ ଧାରା ଫଟୋମେକର୍ ଲେନ୍ ଏବଂ ଅନ୍ୟଟି ଧାରଣାସ୍ଥଳ ନିକଟରେ ରହିବ। ସେଠାରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପରିସ୍ଥିତି ଉପରେ ନଜର ରଖିବେ।
ଡିସିପି ଅନୁପ ସାହୁଙ୍କ ସୂଚନା ଅନୁଯାୟୀ, ପୂର୍ବଥର ଭଳି ଚଳିତ ଥର ବିଧାନସଭା ଅଧିବେଶନ ବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବ। ପ୍ରବେଶ ପଥରେ ଦୁଇଟି ଚେକ ପୋଷ୍ଟ କରାଯାଇଛି। ଗୋଟିଏ ଚେକ ପୋଷ୍ଟରେ କାର୍ କିମ୍ବା ବାଇକ୍ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର ଓ ବାଇକର କାଗଜପତ୍ର ଯାଞ୍ଚ କରାଯିବ। ସମୁଦାୟ ତିନୋଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ରହିବ। ଗୋଟିଏ ବିଧାନସଭା ଗେଟ୍ ନିକଟରେ, ଗୋଟିଏ ୧୪୪ ଧାରା ଫଟୋମେକର୍ ଲେନ୍ ଏବଂ ଅନ୍ୟଟି ଧାରଣାସ୍ଥଳ ନିକଟରେ ରହିବ। ସେଠାରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପରିସ୍ଥିତି ଉପରେ ନଜର ରଖିବେ।/kanak/media/post_attachments/wp-content/uploads/2019/02/104_8530.jpg) image courtesy - odishaassembly.nic.in/
 image courtesy - odishaassembly.nic.in/ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, କମିସନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ସନ୍ଧାନୀ କୁକୁର ମାଧ୍ୟମରେ ବିଧାନସଭା ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ସେହିପରି ବିଧାନସଭା ଅଧିବେଶନ ବେଳେ ୫୦ରୁ ଅଧିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ, ଧାରଣା ଓ ଅନଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଇନଶଙ୍ଖଳା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି କେତେକ ସଂଗଠନ ବିଧାନସଭା ଅଧିବେଶନ ବେଳେ ଆଇନକୁ ହାତକୁ ନେବାର ଗୁଇନ୍ଦା ସୂଚନା ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/01/Odisha-assembly.jpg)