କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଡ୍ଡୁ ମୁସଲିମ କିଛି ଦିନ ବରଗଡରେ ଥିବା ନେଇ ସୂଚନା ମିଳିଛି । ଏପ୍ରିଲ ୨ରୁ ୧୩ ଯାଏ ଓଡିଶାରେ ଥିଲା ଗୁଡ୍ଡୁ ମୁସଲିମ । ଏହା ପରେ ସେ ଛତିଶଗଡ ଚାଲିଯାଇଥିଲା । ଛତିଶଗଡ ଯିବା ବେଳେ ସେ ନିଜର ବ୍ୟାଗ ଛାଡିଯାଇଥିଲା । ଫେରାର ପୂର୍ବରୁ ସେ ଓଡିଶାରେ ୧୨ ଦିନ ରହିଥିବା ସୂଚନା ମିଳିଛି । ମିରଟ, ଆଜମେର, ଝାନସି, ନାସିକ, ପୁଣେ ପରେ ସେ ବରଗଡ ଆସିଥିଲା । ଏହାର ପ୍ରମାଣ ମଧ୍ୟ ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us