କନକ ବ୍ୟୁରୋ: ଧଳା କାରରେ ଚାଲିଥିଲା କଳା କାରନାମା । କନ୍ଧମାଳରୁ ଝାଡଖଣ୍ଡ ଭାୟା ଭୁବନେଶ୍ୱର । ଗଂଜେଇ ଚାଲାଣ ବେଳେ ମାଫିଆ ପୁଲିସ ଗୋଡ଼ା ଗୋଡ଼ି । ଆଗେ ଆଗେ ମାଫିଆ ଗାଡି ଖୁବ୍ ଜୋରରେ ଚାଲିଥିବା ବେଳେ ପଛେ ପଛେ ଗୋଡାଉଥିଲା ପୁଲିସ। ଖୋର୍ଦ୍ଧା ପିତାପଲିରୁ ଫଲୋ କରି ଯାଆଁଳା ପାଖରେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ ।