ଫିଲ୍ମି ଫ୍ରାଇଡେରେ ସିଲଭର ସ୍କ୍ରିନକୁ ଆସିଛି ରୋମାଂଟିକ୍ କମେଡି ଫିଲ୍ମ "ହାପି ଭାଗ୍ ଯାଏଗି '। ଏହି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇବା ନେଇ ବେଶ୍ ଆଶବାଦୀ ପ୍ରଯୋଜକ ସଂସ୍ଥା । "ତନୁ ୱେଡ୍ସ ମନୁ ' ଭଳି ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଏରୋସ ଇଂଟରନ୍ୟାସନାଲ ବ୍ୟାନରର ସହଯୋଗରେ ମୁକ୍ତିଲାଭ କରୁଛି ଏହି ଚଳଚ୍ଚିତ୍ର । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଦେଖା ଦେବେ ଡାଏନା ପେଂଟି, ଅଭୟ ଦେଓଲ, ଓ ଜିମି ସେରଗିଲ୍ । ଫିଲ୍ମଟି ଲୋକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା କରାଯାଉଛି ।
ଫ୍ରାଇଡେ ରିଲିଜରେ ବଡପରଦାରେ ଆସୁଛି ରୋମାଂଟିକ କମେଡି ଫିଲ୍ମ "ହାପି ଭାଗ୍ ଯାଏଗି '
/kanak/media/post_attachments/wp-content/uploads/2016/08/CoJKX4aUAAA8w66.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)