ଫ୍ରାଇଡେରେ ରିଲିଜ୍ ହୋଇଛି ସିନେମା ‘ଇସ୍କ ଜୁନୁନ୍’ ଓ ‘ରକ୍ ଅନ୍ ୨’ । ସଂଜୟ ଶର୍ମା ନିର୍ଦ୍ଦେଶିତ ଇସ୍କ ଜୁନୁନ୍ ସିନେମାରେ ଲିଡ୍ ରୋଲରେ ନଜର ଆସିଛନ୍ତି ରାଜବୀର ସିଂ, ଦିବ୍ୟା ସିଂ ଓ ଅକ୍ଷୟ ରଙ୍ଗସାହି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ସିନେମା ।
ମ୍ୟୁଜିକାଲ ଡ୍ରାମା ସିନେମା “ରକ୍ ଅନ୍ ୨’ରେ ଲିଡ୍ ରୋଲରେ ରହିଛନ୍ତି ଶ୍ରଦ୍ଧା କପୁର, ଫରହାନ ଅଖତର, ଅର୍ଜୁନ ରାମପାଲ, ପୂରବ କୋହଲି, ପ୍ରାଚୀ ଦେଶାଇ ଓ ଶଶାଙ୍କ ଅରୋରା । ୨୦୦୮ରେ ରିଲିଜ୍ ହୋଇଥିବା ସିନେମା ରକ୍ ଅନ୍ ର ଏହା ହେଉଛି ସିକ୍ୱେଲ । ସୁଜାତ ସୌଦାଗର ନିର୍ଦ୍ଦେଶିତ ଏହି ସିନେମାରେ ମ୍ୟୁଜିକ କମ୍ପୋଜ କରିଛନ୍ତି ଶଙ୍କର-ଏହସାନ୍-ଲଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-11-at-6.06.48-PM.png)