ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ ସ୍ୱଚ୍ଛନ୍ଦରେ କରିପାରିବେ ଚଳପ୍ରଚଳ । ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଲେ ଡିଜିପି ।

Advertisment
ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ ସ୍ୱଚ୍ଛନ୍ଦରେ କରିପାରିବେ ଚଳପ୍ରଚଳ । ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଲେ ଡିଜିପି ।

Image Courtesy - www.businesstoday.in

କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା ପାଇଁ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସେ କହିଛନ୍ତି, ରାଜ୍ୟରେ ମୁକ୍ତ ଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ ।

publive-imageଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ ସ୍ୱଚ୍ଛନ୍ଦରେ କରିପାରିବେ ଚଳପ୍ରଚଳ । ଡାକ୍ତର ଓ ନର୍ସ ମୁକ୍ତଭାବେ କରିପାରିବେ ଚଳାଚଳ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe