କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା ପାଇଁ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସେ କହିଛନ୍ତି, ରାଜ୍ୟରେ ମୁକ୍ତ ଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ ।
ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ ସ୍ୱଚ୍ଛନ୍ଦରେ କରିପାରିବେ ଚଳପ୍ରଚଳ । ଡାକ୍ତର ଓ ନର୍ସ ମୁକ୍ତଭାବେ କରିପାରିବେ ଚଳାଚଳ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Capture-9.png)