ସାବଧାନ ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଅଧିକ ଟଙ୍କା ପାଇବା ଲୋଭ ଦେଖାଇ କେନ୍ଦ୍ରାପଡାର ଡାକ୍ତରଙ୍କୁ ଲଗାଇଲେ ଚୂନ 

Advertisment
ସାବଧାନ ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଅଧିକ ଟଙ୍କା ପାଇବା ଲୋଭ ଦେଖାଇ କେନ୍ଦ୍ରାପଡାର ଡାକ୍ତରଙ୍କୁ ଲଗାଇଲେ ଚୂନ 

କନକ ବ୍ୟୁରୋ: ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଲୋକଙ୍କୁ ପ୍ରଲୋଭନ ଦେଖାଇ ଜଣେ ଡାକ୍ତରଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ସୈତନା । ଅଧିକ ଟଙ୍କା ପାଇବା ଲୋଭରେ ଠକାମୀରେ ପଡିଛନ୍ତି କେନ୍ଦ୍ରପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଆମ୍ବିଳାର ଡାକ୍ତର ବାଦଲ ମୋହାନ୍ତି । ସାଇବର ଠକ ପ୍ରଲୋଭନ ଦେଖାଇ ବାଦଲ ମୋହାନ୍ତିଙ୍କ ଠାରୁ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ୫୨ହଜାର ଟଙ୍କା ଠକି ନେଇଛନ୍ତି । ଏନେଇ ଆଳି ଥାନାରେ ଏତଲା ଦେବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe