କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦଲାଲଙ୍କ କବଜାରେ କଟକ ଏସିବି । ପ୍ରତି ମୁହୂର୍ତରେ ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ପ୍ରାଇଭେଟ୍ ନର୍ସିହୋମ୍ ପାଇଁ ଖୁଲମଖୁଲ୍ଲା ଚାଲିଛି ଦଲାଲୀ । ରେଳ ଷ୍ଟେସନରୁ ହସ୍ପିଟାଲ୍ ଯାଏଁ ଚାରିଆଡେ ଘୁରି ବୁଲୁଛନ୍ତି ପ୍ରାଇଭେଟ୍ ନର୍ସିଂହୋମର ଏଜେଂଟ୍ ।
ଏସସିବି ଭଲ ନୁହଁ, ଚିକିତ୍ସା ଠିକ୍ ହେବନି କହି ନେଉଯାଉଛନ୍ତି ନିଜ ପ୍ରାଇଭେଟ୍ ନର୍ସିଂହୋମକୁ । ହସପିଟାଲ୍ ମେନ୍ ଗେଟ୍ , ଟିକେଟ୍ କାଉଁଟର ଏପରିକି ପାଥୋଲାବ୍ ପାଖେ ପାଖେ ଘୁରି ବାଲୁଥାନ୍ତି ଏହି ଦଲାଲ୍ । ଦେଖନ୍ତୁ କନକ ନ୍ୟୁଜର୍ ଏକ୍ସକ୍ଲୁସିଭ୍ ରିପୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-17-20h43m50s437.png)