କନକ ବ୍ୟୁରୋ : ବେଆଇନ୍ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିବା ବେଳେ କଂଟାବାଞ୍ଜି ପୋଲିସ ଦ୍ୱାରା ୪୯ ଦାଦନ ଶ୍ରମିକ ଉଦ୍ଧାର ହୋଇଛି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ଶିଶୁ ୮ଜଣ ରହିଛନ୍ତି । ଏହି ଦାଦନ ଶ୍ରମିକ ମାନେ ବୁଡେନ, ସିନାପାଲି, ବରପାଳି, ଚୁଡାପାଳି, ମୁରିବାହାଲ ବ୍ଲକ ଅଂଚଳର ବୋଲି ଜଣାଯାଇଛି । ଏମାନେ ରେଳ ଷ୍ଟେସନ ଯାଉଥିବା ବେଳେ ପୋଲିସ ଚଢାଉ କରି ଉଦ୍ଧାର କରିଛି ।
ଅନ୍ୟ ରାଜ୍ୟକୁ ଯିବାବେଳେ ୪୯ ଦାଦନ ଶ୍ରମିକଙ୍କୁ ଉଦ୍ଧାର : ରେଲୱେ ଛକରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ; ଘଟଣାସ୍ଥଳରୁ ଶ୍ରମିକଙ୍କୁ ନେଇ ଯାଉଥିବା ଦଲାଲ ଫେରାର
/kanak/media/post_attachments/wp-content/uploads/2020/11/15-17.jpg)