କନକ ବ୍ୟୁରୋ : ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ, ୪ ମୃତ । ଭୋର ୪.୩୫ରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । କୁଇକ୍ ରିଆକସନ୍ ଟିମ୍ ଘଟଣାର ତଦନ୍ତ କରୁଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ଗୁଳିକାଣ୍ଡ ପରେ ସେନା ଛାଉଣୀକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି ।

Advertisment