"କନକ ବ୍ୟୁରୋ : ପୁରୀ ବେଳାଭୂମିରେ ପଡିରହିଛି ବିରାଟକାୟ ମଲା ତିମି । ସମୁଦ୍ର ବେଳାଭୂମିରେ ୪୨ ଫୁଟ ଲମ୍ବ ତିମିର ମୃତଦେହ ଉଦ୍ଧାର ହୋଇଛି ।ପାନ୍ଥନିବାସ ବିଚ୍ ନିକଟରେ ପଡି ରହିଥିବା ଏହି ମଲା ତିମିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଏହା ସହ ଦେଖନ୍ତୁ ଏହି ଭିଡିଓ- "