କନକବ୍ୟୁରୋ: ଶ୍ରୀଲଙ୍କାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁବୃର୍ତ୍ତ । ସୁଚନା ଅନୁଯାୟୀ ସେହି ସମୟରେ କ୍ରିକେଟର ଘରେ ପରିବାର ସହ ରହିଥିଲେ , ସେହି ସମୟରେ କିଛି ଅଜଣା ଦୃବୁର୍ତ୍ତ ଘରେ ପଶି ଧାମିକା ନିରୋଶନଙ୍କ ଉପରେ ଗୁଳି ଚଳାଇଥିଲେ । ଏଭଳି ବୟାନ ଦେଇଛନ୍ତି ତାଙ୍କ ପତ୍ନୀ । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ହତ୍ୟା । ଘରେ ପଶି ଗୁଳି ମାଡ କଲେ ଦୁର୍ବୃତ୍ତ
/kanak/media/post_attachments/wp-content/uploads/2024/07/dhamika-nirosan.jpg)