ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ । ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥିବା ସୂଚନା । ଏବେ ଭେଣ୍ଟିଲେଟରରେ ଅଛନ୍ତି ପ୍ରଣବ

1,990

କନକ ବ୍ୟୁରୋ: ପ୍ରଣବ ମୁଖାର୍ଜୀ ଗୁରୁତର । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ବର୍ତ୍ତନାବ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁ ନଥିବା ସୂଚନା ମିଳିଛି ।

ତେବେ ଗତକାଲି ମସ୍ତିସ୍କରେ ଜମାଟ ବାନ୍ଧିଥିବା ରକ୍ତକୁ ଅପରେସନ କରାଯାଇଥିଲା । ଅପରେସନ ପୂର୍ବରୁ ତାଙ୍କର କରୋନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜମାପଡିଥିଲା ।

Comments are closed.