କନକ ବ୍ୟୁରୋ: ପ୍ରଣବ ମୁଖାର୍ଜୀ ଗୁରୁତର । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ବର୍ତ୍ତନାବ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁ ନଥିବା ସୂଚନା ମିଳିଛି ।
Former President Pranab Mukherjee (file pic) who underwent emergency surgery for brain clot on 10th August, has not shown any improvement & his health status has worsened. He remains on ventilatory support. His health continues to remain critical: Army Hospital (R&R) Delhi Cantt pic.twitter.com/Bdse10bZs9
— ANI (@ANI) August 11, 2020
ତେବେ ଗତକାଲି ମସ୍ତିସ୍କରେ ଜମାଟ ବାନ୍ଧିଥିବା ରକ୍ତକୁ ଅପରେସନ କରାଯାଇଥିଲା । ଅପରେସନ ପୂର୍ବରୁ ତାଙ୍କର କରୋନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜମାପଡିଥିଲା ।