କନକ ବ୍ୟୁରୋ: ହାତରେ ଲ୍ୟାମିନେଟେଡ୍ ଆଡମିଟ କାର୍ଡ, ପାଣି ବୋତଲ ଓ ରାଇଟିଙ୍ଗ ପ୍ୟାଡ୍ ପରୀକ୍ଷା ହଲରେ ପଶିଲେ ଜଣେ ବୟସ୍କ ବ୍ୟକ୍ତି । ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଛାତ୍ରଛାତ୍ରୀ । ସେ ବ୍ୟକ୍ତି ଜଣକ ଥିଲେ, ୫୧ ବର୍ଷୀୟ ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ରା ।

Advertisment

ବରେଲିର ବିଥରି-ଚୈନପୁର ଆସନର ବିଯୁକ୍ତ ୨ ପରୀକ୍ଷା ଦେଲେ ୫୧ ବର୍ଷୀୟ ପୂର୍ବ ବିଜେପି ବିଧାୟକ । କହିଲେ ଦୈନିକ ରାତିରେ ୧୧ଟାରୁ ୧ଟା ଯାଏଁ ପଢୁଥିଲେ ।
କନକ ବ୍ୟୁରୋ: ହାତରେ ଲ୍ୟାମିନେଟେଡ୍ ଆଡମିଟ କାର୍ଡ, ପାଣି ବୋତଲ ଓ ରାଇଟିଙ୍ଗ ପ୍ୟାଡ୍ ପରୀକ୍ଷା ହଲରେ ପଶିଲେ ଜଣେ ବୟସ୍କ ବ୍ୟକ୍ତି । ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଛାତ୍ରଛାତ୍ରୀ । ସେ ବ୍ୟକ୍ତି ଜଣକ ଥିଲେ, ୫୧ ବର୍ଷୀୟ ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ରା ।publive-image

ବରେଲିର ବିଥରି-ଚୈନପୁର ଆସନର ବିଜେପି ବିଧାୟକ ରାଜେଶ ମିଶ୍ରା ଓରଫ୍ ପପ୍ପୁ ଭରତୌଲ ଫେବ୍ରୁଆରୀ ୧୬ ତାରିଖରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପରୀକ୍ଷା ହଲରେ ପହଞ୍ଚିଲେ । ପ୍ରଥମେ ତାଙ୍କୁ ଦେଖି ସେଠିକାର ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ପରବର୍ତ୍ତୀ ସମୟରେ ତାଙ୍କ ସହ ଜଣେ ବରିଷ୍ଠ ନେତା ମିଶି ପରୀକ୍ଷା ଦେଉଥିବାରୁ ସେମାନେ ଭାରି ଖୁସି ହୋଇଥିଲେ ।
କହିରଖୁଁ, ୨୦୧୭ରେ ରାଜେଶ ମିଶ୍ରାଙ୍କୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳଥିଲା । ବରେଲିର ବିଥରୀ ଚୈନପୁର ଆସନରୁ ସେ ବିଜୟ ହାସଲ କରିଥିଲେ ବି ପରବର୍ତ୍ତୀ ନିବାଚନ ପାଇଁ ପାର୍ଟି ପକ୍ଷରୁ ତାଙ୍କୁ ଟିକେଟ୍ ମିଳିନଥିଲା ।

ବିଜେପି ବିଧାୟକ ରାଜେଶ ମିଶ୍ରା ଓରଫ୍ ପପ୍ପୁ ଭରତୌଲ ଫେବ୍ରୁଆରୀ ୧୬ ତାରିଖରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପରୀକ୍ଷା ହଲରେ ପହଞ୍ଚିଲେ । ପ୍ରଥମେ ତାଙ୍କୁ ଦେଖି ସେଠିକାର ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ପରବର୍ତ୍ତୀ ସମୟରେ ତାଙ୍କ ସହ ଜଣେ ବରିଷ୍ଠ ନେତା ମିଶି ପରୀକ୍ଷା ଦେଉଥିବାରୁ ସେମାନେ ଭାରି ଖୁସି ହୋଇଥିଲେ ।

କହିରଖୁଁ, ୨୦୧୭ରେ ରାଜେଶ ମିଶ୍ରାଙ୍କୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳଥିଲା । ବରେଲିର ବିଥରୀ ଚୈନପୁର ଆସନରୁ ସେ ବିଜୟ ହାସଲ କରିଥିଲେ ବି ପରବର୍ତ୍ତୀ ନିବାଚନ ପାଇଁ ପାର୍ଟି ପକ୍ଷରୁ ତାଙ୍କୁ ଟିକେଟ୍ ମିଳିନଥିଲା ।