କନକ ବ୍ୟୁରୋ : ବିଦେଶୀଙ୍କୁ ଚକାନୟନ ସହ ଆଖି ମଳାଇବାକୁ ଅନୁମତି ମିଳୁ । ଏ ନେଇ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଶା ସହ ସେ ଜଡ଼ିତ ହୋଇଥିବାରୁ ସେବାୟତ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି ।

Advertisment