ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଧରା ପଡ଼ିଲେ ବିଦେଶୀ

ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଧରା ପଡ଼ିଲେ ବିଦେଶୀ

ପୁରୀ : ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ଜଣେ ବିଦେଶୀଙ୍କୁ ନେଇ ବିବାଦ । ଆଜି ସିଂହଦ୍ୱାର ନିକଟରେ ଜର୍ମାନ ନାଗରିକ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ସେବାୟତ ବାମଦେବ ପୂଜାପଣ୍ଡା ତାଙ୍କୁ ସେଠାରେ ଅଟକାଇ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବା ନେଇ କହିଥିବା କୁହାଯାଉଛି । ଏନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ବିଦେଶୀ ଜଣକ ତାଙ୍କୁ ଆକ୍ରମଣ କରିଥିବା ନେଇ ସେବାୟତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe