କନକ ବ୍ୟୁରୋ: କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ଜବତ ହେଲା ବିଦେଶୀ ସୁନା । କୋଲକାତାରୁ ହେଉଥିଲା ସୁନା ଚୋରା ଚାଲାଣ । ଏକ କାର ଯୋଗେ ହେଉଥିଲା ସୁନା ଚୋରା ଚାଲାଣ । ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ଜବତ । ଜବତ ସୁନାର ଆନୁମାନିକ ମୂଲ୍ୟ ୬ କୋଟିରୁ ଅଧିକ ହେବ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି ।
କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ଜବତ ହେଲା ବିଦେଶୀ ସୁନା: କୋଲକାତାରୁ ଚୋରାଚାଲାଣ ହେଉଥିଲା ୯ କେଜି ସୁନା
/kanak/media/post_attachments/wp-content/uploads/2024/03/26-20.jpg)