ଲଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟରେ ରେକର୍ଡ କରୋନା ଟେଷ୍ଟ : ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ; ଆଗକୁ ଲକ୍ଷ୍ୟ ୫୦ ହଜାରରୁ ୧ ଲକ୍ଷ

Advertisment
ଲଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟରେ ରେକର୍ଡ କରୋନା ଟେଷ୍ଟ : ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ; ଆଗକୁ ଲକ୍ଷ୍ୟ ୫୦ ହଜାରରୁ ୧ ଲକ୍ଷ

କନକ ବ୍ୟୁରୋ : ଲାଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟରେ ରେକର୍ଡ ନମୁନା ପରୀକ୍ଷା କରାଯାଇଛି । ୨୪ ଘଂଟାରେ ରେକର୍ଡ ୪୨ ହଜାର ୭୬୧ ନମୁନା ପରୀକ୍ଷା ହୋଇଛି । ଏଥିମଧ୍ୟରୁ ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । କନକ ନ୍ୟୁଜକୁ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବୁଧବାରଦିନ ବି ରାଜ୍ୟରେ ୨୪ ଘଂଟାରେ ୪୦ ହଜାର ପରୀକ୍ଷା ହୋଇଥିଲା । ରାଜ୍ୟରେ ଆଗକୁ ଟେଷ୍ଟି ସଂଖ୍ୟା ୫୦ ହଜାରରୁ ଲକ୍ଷେ ଯାଏଁ ବଢିବ ବୋଲି ସରକାର କହିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe