କନକ ବ୍ୟୁରୋ : ରାଜ୍ୟରେ କରୋନା ମୁକାବିଲା ନେଇ ଏକ ଟେକ୍ନିକାଲ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି କରୋନାକୁ କିପରି ମୁକାବିଲା କରାଯିବ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବା ବା ପରାମର୍ଶ ଦେବ । ମାରାତ୍ମକ ଭୂତାଣୁ ନେଇ ଲୋକଙ୍କୁ କିପରି ଅଧିକ ସଚେତନ କରାଯାଇ ପାରିବ ସେ ନେଇ ଏହି ଟିମ୍ ଅଧିକ ଫୋକସ ରଖିବ ।
ଏନେଇ ଘୋଷଣା ସହିତ ଲୋକଙ୍କୁ କରୋନାକୁ ନେଇ ଅଧିକ ସଜାଗ ହେବାକୁ ପଡିବ ବୋଲି କୁହାଯାଇଛି । ଆତଙ୍କିତ ହେବାର କିଛି ନାହିଁ । ରାଜ୍ୟ ସରକାର କରୋନା ମୁକାବିଲା ନେଇ ଆବଶ୍ୟକ ପଦ କ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛି ଟେକନିକାଲ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Coronavirus_ChBAkDp.jpg)