ଫଟୋରେ ଫଟୋରେ ଦେଖନ୍ତୁ ଭୟଙ୍କର ବାତ୍ୟା ଫୋନିର ତାଣ୍ଡବ

ଫୋନିରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୭ କୁ ବୃଦ୍ଧି । ସେପଟେ, ଏସଆରସି ପିଆରଓ କହିଲେ ବଂଟନ ସରିଲାଣି ୨୨ ଶହ ୨୩ କୁଇଟାଂଲ ଚୂଡା, ୫୦୦ କ୍ୱିଂଟାଲ ଗୁଡ

ଭୟଙ୍କର ବାତ୍ୟା ଫୋନିର ଗର୍ଜନ ଶାନ୍ତ ପଡିଯାଇଛି ସତ କିନ୍ତୁ ପଛରେ ବିଧ୍ୱସ୍ତ କରିଦେଇଛି ଅନେକ ଅଚଂଳ । ଫୋନିରେ ଉଜୁଡିଯାଇଛି କାହାର ଘର , କାହାର ସଂସାର । ବାତ୍ୟା ପ୍ରପୀଡିତଙ୍କ ଆଖିରୁ ଶୁଖୁନି ଲୁହ ।

publive-image

ଅନ୍ୟପକ୍ଷରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଅନେଶତ ମସିହା ମହାବାତ୍ୟା ମନେ ପକାଇଥିବା ଫୋନିରେ ଆମ ଗଣମାଧ୍ୟମ ସେଣ୍ଟରର ଚିତ୍ର ମଧ୍ୟ ଅତି ବିଭତ୍ସ ହୋଇପଡିଥିଲା ।

publive-image

ଭୟଙ୍କର ପବନ କାରଣରୁ ପାଠକଙ୍କ ସହ ଯୋଗାଯୋଗ କରିବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ କିଛି ମୁହୂର୍ତ୍ତର ଅନ୍ତରାଳ ପରେ ଆମ ଗଣମାଧ୍ୟମ ପୁଣିଥରେ ଆପଣଙ୍କୁ ଟିକନିଖ୍ ଖବର ଦେବା ପାଇଁ ପ୍ରସ୍ତୁତ ହୋଇରହିଛି । ତେବେ ଆସନ୍ତୁ ଦେଖିବା ବାତ୍ୟା ଫୋନି ପରର କିଛି ଦୃଶ୍ୟ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe