ମୟୁରଭଂଜର ଶ୍ୟାମାଖୁଂଟା ବ୍ଲକ ବାଲିଡ଼ିହା ପୋଲ ଉପରେ ୪ଫୁଟର ପାଣି : ବାଲିଡ଼ିହା-ଭୁଆଶୁଣି ଯୋଗାଯୋଗ ବିଛିନ୍ନ

ମୟୁରଭଂଜର ଶ୍ୟାମାଖୁଂଟା ବ୍ଲକ ବାଲିଡ଼ିହା ପୋଲ ଉପରେ ୪ଫୁଟର ପାଣି : ବାଲିଡ଼ିହା-ଭୁଆଶୁଣି ଯୋଗାଯୋଗ ବିଛିନ୍ନ

କନକ ବ୍ୟୁରୋ : ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି । ମୟୂରଭଂଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ବାଲିଡିହା ପୋଲ ଉପରେ ଲହଡି ମାରୁଛି ପାଣି । ଲଗାଣ ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀରେ ପାଣି ଫୁଲି ରହିଛି । ଏହାର ପ୍ରଭାବରେ ବାଲିଡ଼ିହା-ଭୁଆଶୁଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ସଂଧ୍ୟା ପାଖରୁ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ପାଣିର ସୁଅ ଅଧିକ ରହିଥିବାରୁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଛି । ଲୋକମାନେ ପୋଲର ଦୁଇ ପାର୍ଶ୍ୱରେ ଛିଡା ହୋଇଛନ୍ତି । ଯେଉଁଥିରେ ଏକ ଯାତ୍ରିବାହୀ ବସ ମଧ୍ୟ ଅଟକି ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe