ଫ୍ଲାସ୍ ବ୍ୟାକ୍

Advertisment
ଫ୍ଲାସ୍ ବ୍ୟାକ୍

ଏକ କଳଙ୍କିତ କାହାଣୀର ମୃତ୍ୟୁ ହୋଇ ସାରିଥିଲା, ଆଜି ଦିଆଗଲା ସମାଧି । ସରକାରୀ ବୁଲଟ୍ରୋଜର ମାଡରେ ଆଜି ମାଟିରେ ମିଶି ଯାଇଛି ତ୍ରାହି ଅଚ୍ୟୁତ ଆଶ୍ରମ । ତେବେ ସୁର ସାମ୍ରାଜ୍ୟର କଳା କାହାଣୀ କେମିତି ଆସିଥିଲା ସାମ୍ନାକୁ । ଦଶନ୍ଧି ଦଶନ୍ଧି ଧରି କୁହୁକ ପୋଥିର କିମିଆରେ କେମିତି ଲୁଟ୍ କରି ଚାଲିଥିଲେ ସୁରେନ୍ଦ୍ର ମିଶ୍ର । ଦେଖନ୍ତୁ ସୁର ସାମ୍ରାଜ୍ୟର ଫ୍ଲାସ୍ ବ୍ୟାକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe