କନକ ବ୍ୟୁରୋ : ପରାଦୀପ ମୁହାଣ ମୁହଁରେ ବୁଡିଯାଇଛି ଏକ ମାଛଧରା ବୋଟ । ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ହେଲେ ବୋଟ୍ ଭିତରେ କେତେଜଣ ମତ୍ସ୍ୟଜୀବୀ ଥିଲେ ତାହା ଜଣାପଡିନାହିଁ । ସେପଟେ ଖବର ପାଇଁ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଂଚିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବୁଡିଗଲା ମାଛଧରା ବୋଟ୍ । କେତେଜଣ ମତ୍ସ୍ୟଜୀବୀ ଥିଲେ, ମିଳିନାହିଁ ସୂଚନା, ଉଦ୍ଧାର ପ୍ରକ୍ରିୟା ଜାରି
/kanak/media/post_attachments/wp-content/uploads/2023/09/18-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)