କନକ ବ୍ୟୁରୋ : ଚନ୍ଦ୍ରଭାଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା । ଜଣେ ନିଖୋଜ ଅଳ୍ପକେ ବର୍ତ୍ତିଲେ ୫ଜଣ । ନିଖୋଜ ଯୁବକ ଜଣଙ୍କ ହେଲେ ୨୩ ବର୍ଷିୟ ଅପେଲେ ରାଜୁ । ଆଜି ବଡ଼ି ଭୋରରୁ ମାଛ ଧରିବା ପାଇଁ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ସମୁଦ୍ରକୁ ଯାଉଥିଲେ ମତ୍ସ୍ୟଜୀବୀ । ଏକ ବଡ଼ ଲହଡ଼ିରେ ମାଡ଼ ହୋଇ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ଡ଼ଙ୍ଗାରେ ଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ପହଁରି ପହଁରି କୂଳକୁ ଆସିଥିଲେ । ଜଣେ ନିଖୋଜ ଅଛନ୍ତି ।
ଚନ୍ଦ୍ରଭାଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା : ଜଣେ ନିଖୋଜ, ଅଳ୍ପକେ ବର୍ତ୍ତିଲେ ୫ଜଣ
/kanak/media/post_attachments/wp-content/uploads/2021/08/19-34.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)