ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ । ଜେପି ନଡ୍ଡା, ରାଜନାଥ ସିଂ ଓ ଅମିତ ଶାହା ଉପସ୍ଥିତ

Advertisment
ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ । ଜେପି ନଡ୍ଡା, ରାଜନାଥ ସିଂ ଓ ଅମିତ ଶାହା ଉପସ୍ଥିତ

କନକ ବ୍ୟୁରୋ : ଏନଡିଏ କ୍ୟାବିନେଟର ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି । ଏହି ବୈଠକରେ ଜେପି ନଡ୍ଡା, ଅମିତ ଶାହା ଓ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । କେବଳ ଏମାନେ ନୁହଁନ୍ତି ବରଂ ବୈଠକରେ ସର୍ବାନନ୍ଦ ସୋନୱାଲ ଓ ଗିରିରାଜ ସିଂ ମଧ୍ୟ ଉପସ୍ଥିତ ରହିଛନ୍ତି । ଏପଟେ ଗତକାଲି ମନ୍ତ୍ରୀମଣ୍ଡଳ ଶପଥ ନେଇଥିଲେ ବି ବିଭାଗ ବଣ୍ଟନ ହୋଇନାହିଁ ତେଣୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ବଢିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe