କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ: ତାସ ଖେଳୁଥିବା ବେଳେ ଗୁଳି ମାଡ ହୋଇଥିବା ସୂଚନା

287

କନକ ବ୍ୟୁରୋ: ତାସ ଖେଳୁଥିବାବେଳେ ଗୁଳି ମାରିଦେଲେ। ଗଞ୍ଜାମ କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ମୃତ। ମୃତ ଯୁବକ ଜଣଙ୍କ ହେଲେ ତ୍ରିନାଥ ମଲ୍ଲିକ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ। ଗୁଳିମାଡ଼ କିଏ ଓ କାହିଁକି କଲା କିଛି ସୂଚନା ମିଳି ନାହିଁ।