କନକ ବ୍ୟୁରୋ: ତାସ ଖେଳୁଥିବାବେଳେ ଗୁଳି ମାରିଦେଲେ। ଗଞ୍ଜାମ କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ମୃତ। ମୃତ ଯୁବକ ଜଣଙ୍କ ହେଲେ ତ୍ରିନାଥ ମଲ୍ଲିକ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ। ଗୁଳିମାଡ଼ କିଏ ଓ କାହିଁକି କଲା କିଛି ସୂଚନା ମିଳି ନାହିଁ।
କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ: ତାସ ଖେଳୁଥିବା ବେଳେ ଗୁଳି ମାଡ ହୋଇଥିବା ସୂଚନା
/kanak/media/post_attachments/wp-content/uploads/2024/07/37-5.jpg)