ହୋଲି ପୂର୍ବରୁ ପିଲିଲିରେ ଫୁଟିଲା ଗୁଳି । ସତ୍ୟବାଦୀ କାଞ୍ଜିଆ ଛକରେ ଗୁଳିକାଣ୍ଡ, ଜଣେ ଯୁବକ ମୃତ, କାରଣ ଅସ୍ପଷ୍ଟ

Advertisment
ହୋଲି ପୂର୍ବରୁ ପିଲିଲିରେ ଫୁଟିଲା ଗୁଳି । ସତ୍ୟବାଦୀ କାଞ୍ଜିଆ ଛକରେ ଗୁଳିକାଣ୍ଡ, ଜଣେ ଯୁବକ ମୃତ, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ହୋଲି ପୂର୍ବରୁ ପିପିଲିରେ ଫୁଟିଲା ଗୁଳି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦ ନିକଟ କାଞ୍ଜିଆ ଛକରେ ଗୁଳିମାଡ । ତେବେ ଏହି ଗୁଳିକାଣ୍ଡରେ ଜଣେ ଯୁବକ ଘଟଣାସ୍ଥଳରେ ଟଳି ପଡିଥିଲେ ।

publive-image

ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ହେଉଛନ୍ତି ବଡ କାଞ୍ଜିଆ ଗାଁର ଭାସ୍କର ବେହେରା । କିଏ କାହିଁକି ଭସ୍କରଙ୍କୁ ଗୁଳି କରି ହତ୍ୟା କଲା ? ସେନେଇ କୌଣସି ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe