ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ...

Advertisment
ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ...

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିକାଣ୍ଡ । ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ । ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ । ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ ।

ତେବେ କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା । ଜାମିନରେ ଆସିଥିବା ଅଭିଯୁକ୍ତକୁ ଲକ୍ଷ୍ୟ କରି ଗୁଳିମାଡ । ସୌଭାଗ୍ୟବଶତ ଅଳ୍ପକେ ବର୍ତ୍ତିଲେ ଅଭିଯୁକ୍ତ । ତେବେ କାହିଁକି ଓ କଣ ପାଇଁ ଗୁଳିମାଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ପ୍ରମାଣ ନଷ୍ଟ କିମ୍ବା ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ । ଘଟଣାସ୍ଥଳରୁ ଖୋକା ଜବତ କଲା ତମାଣ୍ଡୋ ଥାନା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe