ରାତିରେ ରାଜଧାନୀରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ, ଏମ୍ସରେ ଭର୍ତ୍ତି ।

Advertisment
ରାତିରେ ରାଜଧାନୀରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ, ଏମ୍ସରେ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିମାଡ । ଡୁମୁଡୁମା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ । ମୁଣ୍ଡରେ ଗୁଳି ବାଜିଥିବା ସୂଚନା । ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣାର ଛାନଭିନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe