କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିମାଡ । ଡୁମୁଡୁମା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ । ମୁଣ୍ଡରେ ଗୁଳି ବାଜିଥିବା ସୂଚନା । ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।
ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣାର ଛାନଭିନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/17-12-750x430-1.jpg)