ବାରଙ୍ଗରେ ଗୁଳିମାଡ଼ : ଦୁର୍ବୃତ୍ତଙ୍କ ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ

Advertisment
ଛୁଟି ମଞ୍ଜୁର କଲେନି ଉପରିସ୍ଥ ଅଧିକାରୀ : ବନ୍ଧୁକ ଦେଖାଇ ଧମକଚମକ ଦେବାପରେ କର୍ମଚାରୀ ନିଲମ୍ବିତ

source : Google

କନକ ବ୍ୟୁରୋ : ବାରଙ୍ଗରେ ଗୁଳିମାଡ଼ । ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଗୁଳିମାଡ଼ରେ ଯୁବକ ମୃତ । ବାଇକରେ ଆସି ଯୁବକଙ୍କୁ ଗୁଳି ଚଳାଇଥିଲେ ୨ ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ । ପୁଲିସ୍ ତଦନ୍ତ ଚଳାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe