କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଅଗ୍ନିକାଣ୍ଡ । ଆଠମଲ୍ଲିକ ବିଜ୍ଞପିତ ପରିଷଦ ୯ ନମ୍ବର ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୱାର୍ଡର ରାମେଶ୍ୱର ପାଟଣାରେ ନିଆଁ ଲାଗି ୬ ବଖରା ଘର ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଅଗ୍ନିକାଣ୍ଡ ! ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
/kanak/media/post_attachments/wp-content/uploads/2017/03/Screen-shot-2017-03-26-at-2.41.11-PM.png)