ଢେଙ୍କାନାଳ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ: ୪ବଖରା ଘର ସମେତ ଜଳିଗଲା ଧାନ ଗଦା

15

କନକ ବ୍ୟୁରୋ: ନିଆଁରେ ଜଳିଗଲା ଘର । ଢେଙ୍କାନାଳ ଗନ୍ଦିଆ ବ୍ଲକ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ । ୪ବଖରା ଘର ସମେତ ଜଳିଯାଇଛି ଧାନ ଗଦା । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Comments are closed.