କନକ ବ୍ୟୁରୋ: ନିଆଁରେ ଜଳିଗଲା ଘର । ଢେଙ୍କାନାଳ ଗନ୍ଦିଆ ବ୍ଲକ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ । ୪ବଖରା ଘର ସମେତ ଜଳିଯାଇଛି ଧାନ ଗଦା । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
ଢେଙ୍କାନାଳ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ: ୪ବଖରା ଘର ସମେତ ଜଳିଗଲା ଧାନ ଗଦା
/kanak/media/post_attachments/wp-content/uploads/2020/12/13-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)