କଳାହାଣ୍ଡି ଚଂଚ୍ରାମାଲରେ ଥିବା ଏଲଏନଟି କମ୍ପାନୀରେ ଅଗ୍ନିକାଣ୍ଡ : ପୋଡି ଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

କଳାହାଣ୍ଡି ଚଂଚ୍ରାମାଲରେ ଥିବା ଏଲଏନଟି କମ୍ପାନୀରେ ଅଗ୍ନିକାଣ୍ଡ : ପୋଡି ଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

କନକ ବ୍ୟୁରୋ : ଏଲଏନଟି କମ୍ପାନୀରେ ଅଗ୍ନିକାଣ୍ଡ । କଳାହାଣ୍ଡି ଜୟପାଟଣା ବ୍ଲକ୍ ଚଂଚ୍ରାମାଲରେ ଥିବା ଏଲଏନଟି କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲା । ଅଗ୍ନିକାଣ୍ଡରେ କାରଣ ଜଣା ପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe