କନକ ବ୍ୟୁରୋ : ବଲାଙ୍ଗୀର ସପିଂ ମଲ ଗିଫଟୋରିମୟରେ ଭୟଙ୍କର ନିଆଁ । ନିଆଁରେ ଜଳିିପୋଡି ପାଉଁଶ ହୋଇଯାଇଛି କୋଟି କୋଟି ଟଙ୍କା ସମ୍ପତି । ପ୍ରଥମେ ଉପହାର ଦୋକାନରୁ ସଟସର୍କିଟ ହୋଇ ନିଆଁ ସପିଂ ମଲରୁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ୫ଟି ଗାଡିକୁ ନାକେଦମ ହେବାକୁ ପଡିଛି ।