କନକ ବ୍ୟୁରୋ : ବଲାଙ୍ଗୀର ସପିଂ ମଲ ଗିଫଟୋରିମୟରେ ଭୟଙ୍କର ନିଆଁ । ନିଆଁରେ ଜଳିିପୋଡି ପାଉଁଶ ହୋଇଯାଇଛି କୋଟି କୋଟି ଟଙ୍କା ସମ୍ପତି । ପ୍ରଥମେ ଉପହାର ଦୋକାନରୁ ସଟସର୍କିଟ ହୋଇ ନିଆଁ ସପିଂ ମଲରୁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ୫ଟି ଗାଡିକୁ ନାକେଦମ ହେବାକୁ ପଡିଛି ।
ବଲାଙ୍ଗୀରର ସପିଂ କମ୍ପେ୍ଲକ୍ସରେ ନିଆଁ : କୋଟି କୋଟି ଟଙ୍କାର ସମ୍ପତି ପାଉଁଶ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗ ନାକେଦମ
/kanak/media/post_attachments/wp-content/uploads/2018/05/2-37.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)