କନକ ବ୍ୟୁରୋ: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ସୂଚନା ମୁତାବକ, ଆଜି ଭୋର ସମୟରେ ରାନୀ କମଲାପତି ରେଲୱେ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-୧୪ ବଗିରେ ନିଆଁ ଲାଗିଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ପହଞ୍ଚାଯାଇଛି ।

Advertisment