ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା କୁମ୍ଭାର ଭାଟି; ଜଣେ ଗୁରୁତରଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି

Advertisment
ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା କୁମ୍ଭାର ଭାଟି; ଜଣେ ଗୁରୁତରଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ । ଜଳିଗଲା କୁମ୍ଭାର ଭାଟି । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲକୁ ପଠାଯାଇଛି । ମଢପଦା ଗାଁର ମୁକୁନ୍ଦ ମୁଦୁଲିଙ୍କ କୁମ୍ଭାର ଶାଳରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି କୁମ୍ଭାର ଶାଳରେ ଥିବା ଆସଭାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe