ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ ! ନିଆଁ ଲିଭା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗର ୩୪ଟି ଗାଡି ।

Advertisment
ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ ! ନିଆଁ ଲିଭା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗର ୩୪ଟି ଗାଡି ।

କନକ ବ୍ୟୁରୋ : ଭାରତର ରାଜଧାନୀ ଦିଲ୍ଲୀରେ ଥିବା ସବୁଠାରୁ ବଡ଼ ଡାକ୍ତରଖାନା ଏମ୍ସରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ବେଳେ ଡାକ୍ତରଖାନାର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଏମ୍ସର ଟିଚିଂ ବ୍ଲକ୍‌ରୁ ନିଆଁ ଲାଗିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩୪ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଆରମ୍ଭ କରିଛି ।

ତେବେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନାହିଁ । ନିଆଁ ଲାଗିବା ପରେ ଡାକ୍ତରଖାନାର ଜରୁରୀକାଳିନ ବିଭାଗ ବନ୍ଦ କରି ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe