କନକ ବ୍ୟୁରୋ : ବାଲେଶ୍ୱର ଏଫଏମ ମେଡିକାଲରେ ଅଗ୍ନିକାଣ୍ଡ । ମେଡିକାଲର କେମୋ ୱାର୍ଡରେ ଲାଗିଲା ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । ଭୟରେ ମେଡିକାଲ ବାହାରକୁ ରୋଗୀ ବାହାରି ଆସିଥିଲେ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ।

Advertisment