କନକ ବ୍ୟୁରୋ: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଷ୍ଟୋର ରୁମ୍ରେ ନିଆଁ ଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ଗତକାଲି ରାତି ପାଖାପାଖି ୧୦ଟା ୩୦ରେ ନିଆଁ ଲାଗିଥିଲା । ଏହି ସମୟରେ ଅଫିସରେ କେହି ନଥିଲେ । ଗତକାଲି ରବିବାର ଥିବାରୁ ଅଫିସ୍ ମଧ୍ୟ ବନ୍ଦ ରହିଥିଲା । ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନାହିଁ ।
ଗଜପତି ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟରେ ନିଆଁ । ଷ୍ଟୋର ରୁମରେ ନିଆଁ ଲାଗି ଜଳିଗଲା ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ।
/kanak/media/post_attachments/wp-content/uploads/2024/02/7-16.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)