ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ନିଆଁ : ୧୦ଟି ଦମକଳ ଗାଡି ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି

Advertisment
ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ନିଆଁ : ୧୦ଟି ଦମକଳ ଗାଡି ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି

କନକ ବ୍ୟୁରୋ : ଢ଼େଙ୍କାନାଳ କଂଟାବଣିଆ ସ୍ଥିତ ଓଟିପିସିଏଲ ପାୱାରଗ୍ରୀଡ ସବଷ୍ଟେସନ ଟ୍ରାନ୍ସମିଶନ ଠାରେ ଅଗ୍ନିକାଣ୍ଡ । ଟ୍ରାନ୍ସଫରମ ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି । ସକାଳ ୮ଟାରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୦ଟି ଦମକଳ ନିଆଁ ଆୟତ କରିବାରେ ଲାଗିଛନ୍ତି । କୋଟିଏ ଉପରେ ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହେବାର ଆଶଙ୍କା କରାଯାଉଛି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe