କନକ ବ୍ୟୁରୋ : ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ... ସାତକୋଶିଆ ଇକୋ-ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଉ ଏହି ଅଗ୍ନିକାଣ୍ଡ ଭୋର ସମୟରେ ଘଟିଥିବା ସୂଚନାରୁ ଜଣାପଡିଛି । ଏଥିରେ ଜଳିଯାଇଛି ୩ କଟେଜ୍ନରସିଂହପୁର ସାତ କୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ । ଭୋର ସମୟରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁର ପ୍ରକୋପରେ ୩ଟି କଟେଜ ସମ୍ପୁର୍ଣ୍ଣ ଜଳିଯାଇଛି । ଅଳ୍ପକେ ବର୍ତିଯାଇଛନ୍ତି କଟେଜରେ ଥିବା ପର୍ଯ୍ୟଟକ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଅଗ୍ନିକାଣ୍ଡକୁ ନେଇ ପର୍ଯ୍ୟଟକମାନେ ଭୟଭିତ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନାରୁ ଜଣାପଡିଛି
ସାତକୋଶିଆ ଇକୋ-ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ କଟେଜ୍, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ
/kanak/media/post_attachments/wp-content/uploads/2021/02/WhatsApp-Image-2021-02-28-at-07.44.39.jpeg)